ଦୟାକରି ଦେଖନ୍ତୁ କାଗଜ ପତ୍ର ଗ୍ରୂପ ରୂଣ ପାଇଁ ଆବଶ୍ୟକ.
୧-ଗ୍ରୁପର ସଭ୍ୟା ସଂଖ୍ଯା *5-13*
୨-ଆମ ବ୍ୟାଙ୍କ ଠାରୁ ଗ୍ରୁପର ଦୂରତା -୨୫କି.ମି .ଭିତରେ
୩-ଗ୍ରୁପ ଠାରୁ ସଭ୍ୟାମାନଙ୍କର ଘରର ଦୂରତା - ୧କି.ମି ଭିତରେ ..
୪-ନିଜସ୍ଵ ଘର - ୬୦%ସଭ୍ୟାଙ୍କର ନିଜସ୍ଯ ଘର ହୋଈଥିବା ଆବଶ୍ୟକ .
୫-ଗୋଟିଏ ସ୍ତାନର ନିବାସୀ - ସେହି ସ୍ତାନରେ ୫ବର୍ଷ ନିବାସୀ ହୋଈଥିବା ଆବଶ୍ୟକ
୬-ରୂଣ ଆବଶ୍ୟକତା - ପୂର୍ବ ବ୍ୟବସାୟ ରହିଥିବ ..
୭-ନୀୟମ ଅନୁଯାଇ ସଭ୍ୟା
ବୟଷ ସିମା - ୧୮ ରୁ ୫୮ବର୍ଷ
୮-କାଗଜ ପତ୍ର - ଭୋଟୋର ପରିଚୟପତ୍ର ..
ସଭ୍ୟାମାନଂକର ଗୋଟିଏ Pass photo ଏବଂଗୋଟିଏ Joint Photo(nomine ସହ )
Loan ticket size- min 10000 to 45000.
ଯଦି କିଛି ବୁଝିବାର ଅଛି , ତେବେ Please contact me.
BF-BHAIRAB SAHOO
Mobile no -7008679154