୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ପାଇଁ କୋ - ୱିନ ଆପ୍ ଜରିଆରେ କରିବାକୁ ହେବ ପଞ୍ଜୀକରଣ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକା ପାଇଁ କୋ - ନ ଆପ୍ ଜରିଆରେ 26 ଅପ୍ରେଲ 2021 9:35 AM • ଟିକା ପାଇଁ ପଞ୍ଜୀକରଣ ଜରୁରୀ ଟିକାକରଣ ନେଇ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଚିଠି • କରୋନା ଟିକା ନେବେ ୧୮ରୁ ୪୪ ବର୍ଷ ବୟସ୍କ ଲୋକେ କୋନ୍ କିମ୍ବା ଆରୋଗ୍ୟ ସେତୁ ଆପରେ ପଞ୍ଜିକରଣ ଜରୁରୀ • ୨୮ ତାରିଖରୁ ଆରମ୍ଭ ହେବ ପ୍ରକ୍ରିୟା , ୧ ତାରିଖରୁ ଟିକାକରଣ ସରକାରୀ , ଘରୋଇ ଟିକାକରଣ କେନ୍ଦ୍ର ଭିତ୍ତିଭୂମି ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଭୁବନେଶ୍ବର : ଟିକାକରଣ ନେଇ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଚିଠି । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ନେବା ପାଇଁ ସ୍ଵଟ୍ ନୁହେଁ , କୋନ୍ ପ୍ଲାଟଫର୍ମ କିମ୍ବା ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ କରିବାକୁ ହେବ । ୟୁଏସଏ ରେ ଭାରତୀୟମାନେ ଚାକିରୀ ପାଇବା ମନ୍ତବ୍ୟ ଲେଖନ୍ତୁ ।
10:01 AM O Liel il 967 Promoted ଏହି ପ୍ରକ୍ରିୟା ୨୮ ତାରିଖରୁ ଆରମ୍ଭ ହେବ । ସ୍କୁଟ୍ ଅନୁସାରେ ୧ ତାରିଖଠାରୁ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ଭିଡ଼ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ଏପରି ନିଷ୍ପତ୍ତି ହୋଇଛି । ସରକାରୀ ହେଉ ବା ଘରୋଇ ଟିକାକରଣ କେନ୍ଦ୍ର ସବୁଠି ଭିତ୍ତିଭୂମି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । === vehimtherly COVID19 Vaccination Regis ... : ୨୮ ତାରିଖରୁ ଆରମ୍ଭ ହେବ ପ୍ରକ୍ରିୟା , ୧ ରିଖରୁ ଟିକାକରଣ ODISHA TELEVISION LID ଆହୁରି ପଢ଼ନ୍ତୁ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ , ICU ରେ ଚିକିସ୍ଥିତ ହେଉଥିଲେ ଗୁରୁତର , 1 hour ago ଅମ୍ଳଜାନ ଉପରେ କେନ୍ଦ୍ରର ବଡ଼ ନିଷ୍ପତ୍ତି : କେବଳ ଚିକିତ୍ସା , 12 hours ago ସେପଟେ କରୋନା ମୁକାବିଲା ଲାଗି ଭାରତକୁ ସହାୟତାର ହାତ ବଢ଼ାଇଛି ବ୍ରିଟେନ । ଭେଣ୍ଟିଲେଟର , ଅକ୍ସିଜେନ୍ କନସେନିଟ୍ରେଟର ସମେତ ମେଡିକାଲ ଉପକରଣ ଗତକାଲି ପଠାଇଛି ବ୍ରିଟେନ । cornaccha micoincid minoida anaca ମନ୍ତବ୍ୟ ଲେଖନ୍ତୁ । 1 13
Nie .ila Dil 95 ) 10:01 AM AB IL TIVuis ayu ସେପଟେ କରୋନା ମୁକାବିଲା ଲାଗି ଭାରତକୁ ସହାୟତାର ହାତ ବଢ଼ାଇଛି ବ୍ରିଟେନ । ଭେଣ୍ଟିଲେଟର , ଅକ୍ସିଜେନ୍ କନସେନଟ୍ରେଟର ସମେତ ମେଡିକାଲ ଉପକରଣ ଗତକାଲି ପଠାଇଛି ବ୍ରିଟେନ । ତେବେ ବ୍ରିଟେନରୁ ଆସୁଥିବା ସାମଗ୍ରୀ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବ । ଏହାଛଡ଼ା ଆଗାମୀ ସପ୍ତାହରେ ମଧ୍ୟ ଆଉ କିଛି ଉପକରଣ ଆସିବ । ଏନେଇ ସୂଚନା ଦେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଯେ , ଶହେରୁ ଅଧୁକ ଅକ୍ସିଜେନ୍ କନସେନଟ୍ରେଟର ଓ ଭେଣ୍ଟିଲେଟର ବ୍ରିଟେନ ଛାଡ଼ି ସାରିଲାଣି । ତେବେ ଏଭଳି ଏକ ମହାମାରୀର ମୁକାବିଲା ଲାଗି ଭାରତ ସହ କାନ୍ଧ ମିଳାଇ ବ୍ରିଟେନ ଛିଡ଼ା ହେବ । ତେବେ ଆସନ୍ତା ସପ୍ତାହରେ ତାଙ୍କର ପ୍ରସ୍ତାବିତ ଭାରତ ଗସ୍ତକୁ ବାତିଲ କରିଦେଇଛନ୍ତି । ସେପଟେ ୟୁରୋପୀୟ ସଂଘ ମଧ୍ୟ ସହାୟତା ଲାଗି ପ୍ରତିଶ୍ରୁତି ଦେଇଛି ଅକ୍ସିଜେନ୍ ଓ ଔଷଧ ପଠାଇବା ଲାଗି ତତ୍ପରତା ପ୍ରକାଶ କରିଛି ବୋଲି ୟୁରୋପୀୟ ୟୁନିଅନର କମିଶନର ଜାନେଜ୍ ଲେନାରସିସ କହିଛନ୍ତି । ସେହିପରି ଏଭଳି ବିପତ୍ତବେଳେ ଫ୍ରାନ୍ସ , ଜର୍ମାନୀ ଭାରତ ସହ ଥିବା କହିଛନ୍ତି ।